Home ଓଡ଼ିଶା ମୁମ୍ବାଇ ଆରେରେ ଗଛ କଟାକୁ ତୀବ୍ର ବିରୋଧ କଲେ ସ୍ଥାନୀୟ ଲୋକେ

ମୁମ୍ବାଇ ଆରେରେ ଗଛ କଟାକୁ ତୀବ୍ର ବିରୋଧ କଲେ ସ୍ଥାନୀୟ ଲୋକେ

237

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ): ମେଟ୍ରୋ ପାଇଁ ଚାଲିଛି ଗଛକଟା । ଆଉ ବିରୋଧ କରୁଛନ୍ତି ଲୋକେ । ତେବେ ମେଟ୍ରୋ ରେଳ ପରିଯୋଜନା ପାଇଁ ଉତ୍ତର ମୁମ୍ବାଇର ଆରେ କଲୋନିରେ ଗଛ କଟାକୁ ତିବ୍ର ବିରୋଧ ହୋଇଛି ।  ସମାଜିକ କର୍ମୀ ଜୋରୁ ଭାଥେନା ଫାଇଲ୍‌ କରିଥିବା ପିଟିସନ୍‌କୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ରାତି ଅଧରେ କର୍ତ୍ତୃପକ୍ଷମାନେ ଗଛକାଟିବା ଆରମ୍ଭ କରିଛନ୍ତି । ସମୁଦାୟ ୨୬୦୦ ଗଛରୁ ୮୦୦ ଗଛ ଏପର୍ଯ୍ୟନ୍ତ କଟା ସରିଛି । ତେବେ ଏହାକୁ ତିବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଧା । ଏନେଇ ମୁମ୍ବାଇ ପୋଲିସ୍‌ ୧୪୪ ଧାରା ଜାରି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.