Home ଜିଲ୍ଲା ପରିକ୍ରମା ମଦ ଜବତ, ଜଣେ ଗିରଫ

ମଦ ଜବତ, ଜଣେ ଗିରଫ

16

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ପୁଲିସ ଗତକାଲି ରାତିରେ ଜଣେ ବେଆଇନ ମଦ ବିକ୍ରେତାକୁ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଂଚଳର ଉତ୍ତରବାଡ ନିକଟରେ ଗଣେଶ ଜେନା ନାମକ ଜଣେ ବ୍ୟକ୍ତି ୧୫ ଲିଟର ଦେଶୀ ମଦ ରଖି ବିକିବା ପାଇଁ ନେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ୍ କୌଶଳ କ୍ରମେ ଗଣେଶକୁ କାବୁ କରିଥିଲେ । ଏବଂ ତା ଠାରୁ ପୁଲିସ ମଦ ଜବତ କରିବା ସହ ଗଣେଶକୁ ଗିରଫ କରିଛି । ଏଥିନେଇ ଅଭିଯୁକ୍ତଙ୍କ ନାମରେ ୧୨/୨୧ ନଂ ମାମଲା ଋଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.