Home ଜିଲ୍ଲା ପରିକ୍ରମା ଭାଗଡା ନାରାୟଣପୁର ଟୋଲପ୍ଲାଜା, ଦାୟିତ୍ୱ ଗ୍ରହଣ କଲା ରାନଚୋର ଇନ୍‌ଫ୍ରା

ଭାଗଡା ନାରାୟଣପୁର ଟୋଲପ୍ଲାଜା, ଦାୟିତ୍ୱ ଗ୍ରହଣ କଲା ରାନଚୋର ଇନ୍‌ଫ୍ରା

35

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଭାଗଡା ନାରାୟଣପୁର ଟୋଲପ୍ଲାଜା ଉତ୍ତରପ୍ରଦେଶର ରାନଚୋର ଇନଫ୍ରା କମ୍ପାନୀ ଗତ ବୁଧବାର ଦାଇତ୍ୱ ଗ୍ରହଣ କରିଛି । ଜାନୁୟାରୀ ମାସରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସଂପୃକ୍ତ କମ୍ପାନୀ ଯୋଗ୍ୟତା ହାସଲ କରିଥିଲା । କମ୍ପାନୀ ପକ୍ଷରୁ ପରିଚାଳକ ବିମଳ ଶର୍ମା ପୂର୍ବତନ କମ୍ପାନୀ ପରିଚାଳକ ନିରୋଦ ସିଂଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଥିଲେ । ଟୋଲ ପ୍ଲାଜା କର୍ମଚାରୀ ସଂଘ ସଭାପତି ଜୟନ୍ତ ସାହୁ ଓ କର୍ମଚାରୀ ଭବାନି ଶଙ୍କର ନାୟକ, ପ୍ରଭାକର ସେନାପତି, ପ୍ରବୀର ରାଉତ, କମଳାକାନ୍ତ ପରିଡା, ଅଭିସାର ସୁନ୍ଦର ସାହୁ, ଦୁର୍ଯ୍ୟୋଧନ ଯେନା ପ୍ରମୁଖ ନଳତନ ପରିଚାଳକଭ୍‌କୁ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.