Home ଜିଲ୍ଲା ପରିକ୍ରମା ଭଦ୍ରକ – ୪ବଖରା ଜଳିଗଲା

ଭଦ୍ରକ – ୪ବଖରା ଜଳିଗଲା

101

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଆଗରପଡ଼ା ନିକଟସ୍ଥ ଆଡ଼ିଆ ଗ୍ରାମର କାଶୀନାଥ ସାହୁ ଓ ବାସନ୍ତି ସାହୁଙ୍କ ୪ ବଖରା ଘର ପୋଡ଼ି ଯାଇଛି । ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଘରର ଆସବାବପତ୍ର, ଧାନ ଚାଉଳ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ବିଦ୍ୟୁତ ସଟ୍‌ସର୍କୀଟ ଯୋଗୁଁ ଏହି ଅଗ୍ନି କାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟ ବିଜେଡ଼ି ସଂପାଦକ ଇଂ ପ୍ରୟାସ କାନ୍ତି ସାମଲ,ବ୍ଲକ ଯୁବ ସଭାପତି ସତ୍ୟ ସାଧନ ବେଜ,ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ବିହାରୀ ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ,ଶଙ୍କର୍ଷଣ ରଥ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଅଗ୍ନି ବିପନ୍ନ ପରିବାରଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.