Home ଆନ୍ତର୍ଜାତୀୟ ବେରୋଜଗାର ଖିଲାପରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଗୁଳି ବର୍ଷା

ବେରୋଜଗାର ଖିଲାପରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଗୁଳି ବର୍ଷା

355

ନୂଆଦିଲ୍ଲୀ,୦୪/୧୦,(ଓଡ଼ିଆ ପୁଅ ପି ନାଏକ):ବେରୋଜଗାର, ଭ୍ରଷ୍ଟାଚାରକୁ ନେଇ ଗତ ଏକ ସପ୍ତାହ ଧରି ଇରାକରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ଆଜି ଇରାକ ରାଜଧାନୀ ବଗଦାଦରେ ପ୍ରଦର୍ଶନକାରୀ ଯେତେବେଳେ ହିଂସାତ୍ମକ ତରୀକା ଆପଣେଇ ଥିଲେ ଇରାକି ସୁରକ୍ଷା ଫୋର୍ସ ସେମାନଙ୍କ ଉପରେ ଫାୟାରିଂ କରିଥିଲେ । ବର୍ତ୍ତମାନ ଏଥିରେ ମୃତ୍ୟୁ ସଂଖ୍ୟା ୩୧ ରହିଥିବା ବେଳେ ପ୍ରାୟ ୧୫୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.