ନୂଆ ଦିଲ୍ଲୀ ୨୪ -୧୦ (ଓଡ଼ିଆ ପୁଅ) ୟୁଏଇ ଏବଂ ଓମାନରେ ଖେଳାଯାଉଥିବା ଟି -୨୦ ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଏହି ମ୍ୟାଚରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦ ଓଭରରେ ରେ ଭାରତ ୧୫୧/୭ କରିଥିବା ବେଳେ ପାକିସ୍ତାନ ଓଭରରେ ବିନା ୱିକେଟ ହରାଇ ପାକିସ୍ତାନ ବିଜୟ ଲକ୍ଷ ପୂରଣ କରିଥିଲା।
ଭାରତର ଇନିଂସ ଆରମ୍ଭ କରିଥିଲେ କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଯୋଡି। ତିନି ଦ୍ରୁତ ବୋଲର ଏବଂ ଦୁଇ ସ୍ପିନରଙ୍କ ସହ ଭାରତ ଏହି ମ୍ୟାଚରେ ପଡ଼ିଆକୁ ଓହ୍ଲାଇଥିଲା। ଦ୍ରୁତ ବୋଲରମାନେ ଭୁବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶମି ଥିବାବେଳେ ସ୍ପିନରମାନଙ୍କ ମଧ୍ୟରେ ବରୁଣ ଚକ୍ରବର୍ତ୍ତୀ ଏବଂ ରବିନ୍ଦ୍ର ଜାଡେଜା ଥିଲେ।
କିନ୍ତୁ ଭାରତକୁ ପ୍ରଥମ ଝଟକା ଲାଗିଥିଲା ରୋହିତ ଶର୍ମା ବନା ଖାତାଖୋଲି ପାଭିଲିୟନ୍କୁ ପେରିଥିଲେ। ରୋହିତ ଶର୍ମା ଶାହିନନ ଆପ୍ରିଦିଙ୍କର ବଲ୍ ରେ LBW ହୋଇଥିଲେ। ଏହା ପରେ ଭାରତକୁ ଦ୍ୱିତୀୟ ଝଟକା, କେ.ଏଲ୍ ରାହୁଲ ମଧ୍ୟ ପାଭିଲିୟନକୁ ଫେରିଲେ। ସୂର୍ଯ୍ୟକୁମାର ଯାଦବ ବ୍ୟକ୍ତିଗତ ୧୧ ରନ୍ ସଂଗ୍ରହ କରି ପାଭିଲିୟନକୁ ଫେରିଲେ। ଋଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଲେ। ବିରାଟ କୋହଲି ଅନ୍ୟ ପଟେ ଖେଳୁଥିଲେ। ଭଲ ଇନିଂସ ଖେଳି ଋଷଭ ପନ୍ତ ଆଉଟ୍ ହୋଇଗଲେ। ଋଷଭ ପନ୍ତ ୩୦ଟି ବଲ୍ରେ ୩୯ ରନ୍ କରି ଶଦାବ ଖାନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ରବନ୍ଦ୍ର ଜାଡ଼େଜା ଖେଳିବାକୁ ଆସିଥିଲେ। ୪୫ଟି ବଲରେ ମାରିଥିଲେ ୫୦। ଏହାପରେ ଜାଡ଼େଜା ଆଉଟ୍ ହୋଇଥିଲେ।୧୮ ଓଭର ପରେ ଭାରତର ସ୍କୋର ଥିଲା ୧୨୭/୫। ଭାରତର ଷଷ୍ଠ ୱିକେଟ ଭାବେ କୋହଲି ଆଉଟ୍ ହେଲେ ୧୯ ଓଭର ପରେ ଭାରତ ସ୍କୋର ଥିଲା ୧୪୪/୬।
ଅପର ପକ୍ଷରେ ପାକିସ୍ତାନ ତରଫରୁ ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଯୋଡ଼ି ବିଜୟ ହାସଲ ଦିଗରେ ବଢ଼ିଥିଲେ ଏବଂ ପାକିସ୍ତନର ସ୍କୋର ୧୭.୫ ଓଭର ପରେ ବିନା କୌଣସି ୱିକେଟରେ ବିଜୟଲାଭ କରିଛି।
ସ୍କୋର କାର୍ଡ଼
| ବ୍ୟାଟ୍ସମ୍ୟାନ୍ | ରନ୍ | ବଲ୍ | SR | ଚୌକା | ଛକା | ୱିକେଟ୍ |
| କେ.ଏଲ୍ ରାହୁଲ b ଶାହିନ୍ ଆଫ୍ରିଦି | ୩ | ୮ | ୩୭.୫ | ୦ | ୦ | |
| ରୋହିତ ଶର୍ମା।bw ଶାହିନ୍ ଆଫ୍ରିଦି | ୦ | ୧ | ୦ | ୦ | ୦ | |
| ବିରାଟ କୋହଲି CPT c ମହମ୍ମଦ ରିଜୱାନ b ଶାହିନ୍ ଆଫ୍ରିଦି | ୫୭ | ୪୯ | ୧୧୬.୩୨ | ୫ | ୧ | |
| ସୂର୍ଯ୍ୟକୁମାର ଯାଦବ c ମହମ୍ମଦ ରିଜୱାନ b ହାସନ ଅଲ୍ଲି | ୧୧ | ୮ | ୧୩୭.୫ | ୧ | ୧ | |
| ଋଷଭ ପନ୍ତ (WK) c & b ଶଦାବ୍ ଖାନ୍ | ୩୯ | ୩୦ | ୧୩୦ | ୨ | ୨ | |
| ରବିନ୍ଦ୍ର ଜାଡେଜା c sub (ମହମ୍ମଦ ନୱାଜ୍) b ହାସନ୍ ଅଲ୍ଲି | ୧୩ | ୧୩ | ୧୦୦ | ୧ | ୦ | |
| ହାର୍ଦ୍ଦିକ ପାଣ୍ଡ୍ୟା c ବାବର ଆଜାମ୍ b ହରିଶ୍ ରାଉଫ୍ | ୧୧ | ୮ | ୧୩୭.୫ | ୨ | ୦ | |
| ଭୁବନେଶ୍ୱର କୁମାର | ୫ | ୪ | ୧୨୫ | ୦ | ୦ | |
| ମହମ୍ମଦ ଶାମି | ୦ | ୦ | ୦ | ୦ | ୦ | |
| ଜସପ୍ରୀତ ବୁମ୍ରା | – | – | – | – | – | |
| ବରୁଣ ଚକ୍ରବର୍ତ୍ତି | – | – | – | – | – | |
| EXTRAS (nb ୧, w ୪, b ୬, lb ୧) | ୧୨ | |||||
| TOTAL (୭ ୱିକେଟ, ୨୦ ଓଭର) | ୧୫୧ | |||||
| ୧-୧, (ରୋହିତ୍ ଶର୍ମା, ୦.୪) ୨-୬, (କେଏଲ୍ ରାହୁଲ, ୨.୧) ୩-୩୧, (ସୂର୍ଯ୍ୟକୁମାର ଯାଦବ, ୫.୪) ୪-୮୪, (ଋଷଭ ପନ୍ତ, ୧୨.୨) ୫-୧୨୫, (ରବିନ୍ଦ୍ର ଜାଡେଜା, ୧୭.୫) ୬-୧୩୩, (ବିରାଟ କୋହଲି, ୧୮.୪) ୭-୧୪୬, (ହାର୍ଦ୍ଦିକ ପାଣ୍ଡ୍ୟା, ୧୯.୩ | ||||||
| ପାକିସ୍ଥାନ ବୋଲିଂ | ||||||
| ବୋଲର୍ସ | ଓଭର | ରନ୍ | ୱିକେଟ୍ | ଇକୋନୋମି | ଡଟ୍ | ମେଡେନ୍ସ |
| ଶାହିନ୍ ଆଫ୍ରିଦି | ୪ | ୩୧ | ୩ | ୭.୭୫ | ୧୩ | ୦ |
| ଇମାଦ୍ ୱାସିମ୍ | ୨ | ୧୦ | ୦ | ୫ | ୫ | ୦ |
| ହାସନ ଅଲି | ୪ | ୪୪ | ୨ | ୧୧ | ୮ | ୦ |
| ସଦାବ ଖାନ୍ | ୪ | ୨୨ | ୧ | ୫.୫ | ୯ | ୦ |
| ମହମ୍ମଦ ହାଫିଜ୍ | ୨ | ୧୨ | ୦ | ୬ | ୩ | ୦ |
| ହରିଶ୍ ରାଉଫ୍ | ୪ | ୨୫ | ୧ | ୬.୨୫ | ୮ | ୦ |
|








