Home ଓଡ଼ିଶା ବିଜେପି ନେତାଙ୍କୁ ହତ୍ୟା

ବିଜେପି ନେତାଙ୍କୁ ହତ୍ୟା

578

ନୂଆଦିଲ୍ଲୀ,୦୭/୧୦,(ଓଡ଼ିଆ ପୁଅ ପି ନାଏକ): ମହାରାଷ୍ଟ୍ରରେ ଚାଞ୍ଚଲ୍ୟ । ଜଣେ ବିଜେପି ନେତାଙ୍କ ଘରେ ପଶି ସେମାନଙ୍କୁ ଗୁଳି କରିବା ଘଟଣାରେ ୩ ଅଭିଯୁକ୍ତ ଆଜି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ପୋଲିସର ସୂଚନା ଅନୁଯାୟୀ, ଉକ୍ତ ଦୁର୍ବୃତ୍ତ ବିଜେପି ନେତା ରବିନ୍ଦ୍ର ରାମଙ୍କ ସହ ତାଙ୍କ ପରିବାରର ୪ ଜଣଙ୍କୁ ହତ୍ୟା କରିଛନ୍ତି । ମାତ୍ର ଏହି ହତ୍ୟା ପଛରେ ଉଦ୍ଦେଶ୍ୟ କଣ ଥାଇପାରେ ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.