Home ଓଡ଼ିଶା ନାଗ ଛୁଆ ଉଦ୍ଧାର

ନାଗ ଛୁଆ ଉଦ୍ଧାର

282

ଅନୁଗୁଳ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଉଦ୍ଧାର ହୋଇଛନ୍ତି ନାଗ ସାପ । ଅନୁଗୁଳ ସହର ଉପକଣ୍ଠ ତୁଙ୍ଗ ନିକଟରୁ ଏହି ସାପ ଛୁଆମାନଙ୍କୁ ଉଦ୍ଧାର କରାଯାଇଛି । ସ୍ନେହ ହେଲ୍ପ ଲାଇନ ସଦସ୍ୟଙ୍କ ସାହାଯ୍ୟରେ ଏହାକୁ ଉଦ୍ଧାର କରାଯାଇଛି । ଏହାକୁ ଦେଖିବା ପାଇଁ  ଲୋକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ଅନୁଗୁଳ ବନ ଅଧିକାରୀଙ୍କ ଉପସ୍ଥିତିରେ ସାପ ଛୁଆ ଗୁଡିକୁ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଛାଡି ଦିଆଯାଇଥିବା ସୂଚନା ମିିିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.