Home Top News ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଦ୍ୱିତୀୟ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

39

ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ହେଉଛି। ଯୋଗୀଙ୍କ ସମେତ ଯୋଗୀଙ୍କ ସହ ଶପଥ ନେଇଛନ୍ତି ୨ ଜଣ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଓ ବ୍ରଜେଶ ପାଠକ।

ଅପର ପକ୍ଷରେ କ୍ୟାବିନେଟ ମନ୍ତ୍ରୀ ଭାବରେ – ସୂର୍ଯ୍ୟ ପ୍ରତାପ ଶାହି, ସୁରେଶ କୁମାର ଖାନ୍ନା, ସ୍ୱତନ୍ତ୍ର ଦେବ ସିଂ, ବେବି ରାଣୀ ମୌର୍ଯ୍ୟ, ଲକ୍ଷ୍ମୀ ନାରାୟଣ ଚୌଧୁରୀ, ଜୟଭୀର ସିଂ, ଧରମପାଲ ସିଂ, ନନ୍ଦ ଗୋପାଳ ଗୁପ୍ତା ନନ୍ଦୀ, ଭୁପେନ୍ଦ୍ର ସିଂ ଚୌଧୁରୀ, ଅନିଲ ରାଜଭର, ଜିତୀନ ପ୍ରସାଦ, ରାକେଶ ସଚାନ. ଅରବିନ୍ଦ କୁମାର ଶର୍ମା, ଯୋଗେନ୍ଦ୍ର ଉପାଧ୍ୟାୟ, ଆଶିଷ ପଟେଲ, ସଞ୍ଜୟ ନିଶାଦ ନେବାର କାର୍ଯ୍ୟକ୍ରମ ରହିଛି।

ତେବେ ରାଜ୍ୟ ମନ୍ତ୍ରୀ (ସ୍ୱାଧିନ ଚାର୍ଜ) – ନିତିନ ଅଗ୍ରୱାଲ, କପିଲ ଦେବ ଅଗ୍ରୱାଲ, ରବିନ୍ଦ୍ର ଜୈସୱାଲ, ସନ୍ଦୀପ ସିଂ, ଗୁଲାବ ଦେବୀ, ଗିରିଶ ଚନ୍ଦ୍ର ଯାଦବ, ଧରମୀର ପ୍ରଜାପତି, ଅସୀମ ଅରୁଣ, ଜେପିଏସ ରାଠୋର, ଦିନଶଙ୍କର ସିଂ, ନରେନ୍ଦ୍ର କୁମାର ସିଂ, ଦୀନେଶ ପ୍ରଧାନ ସିଂ, ଦିନଶଙ୍କର ମିଶ୍ର ଦିନାଲୁ ଶପଥ ଗ୍ରହଣ କରିବେ।

ସେହିପରି ରାଜ୍ୟ ମନ୍ତ୍ରୀ ଭାବରେ ମାୟଙ୍କେଶ୍ୱର ସିଂ, ଦୀନେଶ ଖାତିକ, ସଞ୍ଜୀବ ଗୌର, ବଲଦେବ ସିଂ ଓଲାଖ, ଅଜିତ ପାଲ, ଜସୱନ୍ତ ସାଇନି, ରାମକେଶ ନିଶାଦ, ମନୋହର ଲାଲ ମନୁ କୋରି, ସଞ୍ଜୟ ଗାଙ୍ଗୱାର, ବ୍ରିଜେଶ ସିଂ, କେ.ପି ମଲିକ, ସୁରେଶ ରାହି, ସୋମନ୍ଦ୍ର ତୋମାର, ପ୍ରଧାନ, ପ୍ରତୀ ଶୁକ୍ଲା, ରାକେଶ ରାଠୋର, ରଜନୀ ତିୱାରୀ, ସତୀଶ ଶର୍ମା, ଡେନିଶ୍ ଆଜାଦ ଅନସାରୀ, ବିଜୟ ଲକ୍ଷ୍ମୀ ଗୌତମ ରାଜ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ତେବେ ମୋଟରେ ୫୨ ଜଣ ମନ୍ତ୍ରୀ ଭାବରେ ଯୋଗୀ କ୍ୟାବିନେଟରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.