Home Top News ଦ୍ୱାରରେ ଜଗିଛନ୍ତି ନାଗ ଦେବତା!

ଦ୍ୱାରରେ ଜଗିଛନ୍ତି ନାଗ ଦେବତା!

250

ଭୁବନେଶ୍ବର ୬-୧୦ (ଓଡ଼ିଆ ପୁଅ) ଯେଉଁଠି ନାଗଦେବତା ଦୁଆର ଜଗିବସିଥିବେ ସେଟି କିଏବା ଚୋରି କରିବ। ଏହିପରି ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଦେଖାଯାଉଛିଯେ, ଗୋଟିଏ ନାଗ ସାପ ଏକ ଦ୍ୱାରରେ ଫଣା ଟେକି ଠିଆ ହୋଇଛି। କିଛି ଲୋକ ତାଙ୍କ ଧରିବାକୁ ଯାଆନ୍ତେ ନାଗ ଦେବତା ଫଣା ଟେକି ଦଂଶନ କରିବାକୁ ପଛାଉ ନାହାଁନ୍ତି। ଏହି ଭିଡ଼ିଓଟି ସେୟାର କରିଛନ୍ତି ପ୍ରଶାନ୍ତ ସାହୁ। ସେ ଏହାର କ୍ୟାପସନ ଦେଇଛନ୍ତି ସ୍ନେକ ସିକ୍ୟୁରିଟି ସିଷ୍ଟମ। ଏହି ଭିଡ଼ିଓରେ ଅପରପାର୍ଶ୍ୱରେ କିଛି ଲୋକମଧ୍ୟ ଭିଡ଼ ଜମାଇଛନ୍ତି। ଦେଖାଯାଉଛିଯେ, ଏକ ମାଟି ଘର ଏବଂ ସେହି ଘରର ଦ୍ୱାରରେ ନାଗ ଦେବତା ଫଣାଟେକି ରହିଛନ୍ତି। ଆପଣ ଦେଖନ୍ତୁ ଭିଡ଼ିଓ।

https://twitter.com/suryanandannet/status/1577714594763919360

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.