Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୫୯୪ ନୂଆ...

ଦେଶରେ ଆଜି ବଢ଼ିଲା ସକ୍ରିୟ ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬ ମୃତ

33

ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬,୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫୦,୫୪୮ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୬,୬୧,୩୭୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪,୦୩୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୬୭% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୩୬,୬୯୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୫୫୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୭୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୧୨%

ଆରୋଗ୍ୟ ହୋଇଛନ୍ତି ୯୮.୬୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୫, ୩୫, ୭୦, ୩୬୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୬୫, ୧୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୫, ୫୧, ୦୮, ୮୭୯ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୨, ୪୯, ୪୧୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୨୩ ୧୨୯
ଆନ୍ଧ୍ରପ୍ରଦେଶ ୧୪୭ ୨୩୦୫୨୬୧ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୧୨ ୨୯୬
ଆସାମ ୨୩ ୭୧୬୨୪୬ ୭୯୮୮
ବିହାର ୧୨୭ ୮୧୮୫୮୨ ୧୨୨୫୬
ଚଣ୍ଡିଗଡ଼ ୨୦୯ ୯୧୩୮୬ ୧୨ ୧୧୬୫
ଛତିଶଗଡ ୧୬୭ ୧୧୩୮୪୭୭ ୧୨ ୧୪୦୩୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୨୫୬୧ ୧୮୮୪୬୩୦ ୪୯୫ ୨୬୨୨୧
୧୦ ଗୋଆ ୪୭୫ ୨୪୨୨୦୦ ୪୧ ୩୮୩୩
୧୧ ଗୁଜୁରାଟ ୮୩୨ ୧୨୧୪୫୮୬ ୫୭ ୧୦୯୪୫
୧୨ ହରିୟାଣା ୧୬୮୫ ୯୯୩୭୫୫ ୩୩୦ ୧୦୬୨୧
୧୩ ହିମାଚଳ ପ୍ରଦେଶ ୧୪୭ ୨୮୦୯୯୦ ୧୪ ୪୧୩୬
୧୪ ଜାମ୍ମୁ କାଶ୍ମୀର ୯୦ ୪୪୯୫୧୩ ୪୭୫୨
୧୫ ଝାଡଖଣ୍ଡ ୫୨ ୪୩୦୦୪୭ ୫୩୧୯
୧୬ କର୍ଣ୍ଣାଟକ ୩୬୮୮ ୩୯୧୨୯୫୩ ୩୭୮ ୪୦୧୦୮
୧୭ କେରଳ ୧୫୮୭୨ ୬୪୯୪୭୦୪ ୧୪୪୬ ୬୯୮୩୫
୧୮ ଲଦାଖ ୧୯ ୨୮୦୪୪ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୩୬୪ ୧୦୩୨୦୭୬ ୨୭ ୧୦୭୩୮
୨୧ ମହାରାଷ୍ଟ୍ର ୧୭୪୮୦ ୭୭୪୭୧୧୧ ୭୭୪ ୧୪୭୮୭୧
୨୨ ମଣିପୁର ୧୩୫୧୨୧ ୨୧୨୦
୨୩ ମେଘାଳୟ ୯୨୨୩୩ ୧୫୯୩
୨୪ ମିଜୋରାମ ୧୯୦ ୨୨୭୭୨୯ ୨୩ ୭୦୧
୨୫ ନାଗାଲାଣ୍ଡ ୩୪୭୩୬ ୭୬୧
୨୬ ଓଡ଼ିଶା ୧୮୮ ୧୨୭୯୩୩୭ ୧୩ ୯୧୨୬
୨୭ ପୁଡୁଚେରୀ ୩୮ ୧୬୩୯୩୯ ୧୯୬୨
୨୮ ପଞ୍ଜାବ ୨୯୯ ୭୪୨୭୧୬ ୨୪ ୧୭୭୫୬
୨୯ ରାଜସ୍ଥାନ ୫୪୩ ୧୨୭୬୪୬୪ ୩୩ ୯୫୫୯
୩୦ ସିକ୍କିମ୍ ୧୨ ୩୮୭୧୬ ୪୫୩
୩୧ ତାମିଲନାଡୁ ୧୪୫୩ ୩୪୧୮୧୫୯ ୧୩୪ ୩୮୦୨୫
୩୨ ତେଲେଙ୍ଗାନା ୧୧୧୬ ୭୮୯୩୫୭ ୪୯ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୫୭୪ ୪୨୯୮୫୪ ୧୦ ୭୬୯୩
୩୫ ଉତ୍ତରପ୍ରଦେଶ ୧୩୯୦ ୨୦୫୭୧୪୭ ୮୦ ୨୩୫୨୫
୩୬ ପଶ୍ଚିମବଙ୍ଗ ୭୮୮ ୧୯୯୮୪୧୫ ୫୫ ୨୧୨୦୬
ମୋଟ ୫୦୫୪୮ ୪୨୬୬୧୩୭୦ ୪୦୩୫ ୫୨୪୭୭୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.