ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୮,୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୪୪,୫୧୩ କୁ ବୃଦ୍ଧି ପାଇଛି।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୦% ଅଟେ।
ସମଗ୍ର ଦେଶରେ ସମୁଦାୟ ୪,୨୬,୫୨,୭୪୩ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୪,୪୩୫ ରୋଗୀ ସୁସ୍ଥ ହୋଇଛନ୍ତି।
ଆରୋଗ୍ୟ ହାର ୯୮.୬୮% କୁ ହ୍ରାସ ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୨,୨୨,୦୧୭ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪,୧୪୩ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୭୬୧ କୁ ବୃଦ୍ଧି ପାଇଛି।
ସକ୍ରୀୟ ଆକ୍ରାନ୍ତ ୦.୧୦%
ଆରୋଗ୍ୟ ହୋଇଛନ୍ତି ୯୮.୬୮%
ଏବଂ ମୃତ୍ୟୁ ସଂଖ୍ୟା ୧.୨୧%
ଟିକାକରଣ
ଦେଶରେ ମୋଟ ଟିକାକରଣ ୧, ୯୫, ୦୭, ୦୮, ୫୪୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୩, ୦୪, ୪୨୭
ରାଜ୍ୟୱାରୀ ସମସ୍ତ ତଥ୍ୟ
କ୍ରମିକ ସଂଖ୍ୟା | ରାଜ୍ୟ | ସକ୍ରୀୟ ଆକ୍ରାନ୍ତ | ସୁସ୍ଥ ହୋଇଛନ୍ତି | ଗତକାଲି ସୁସ୍ଥ ହୋଇଛନ୍ତି | ମୋଟ ମୃତ୍ୟୁ ସଂଖ୍ୟା | ଦିନକରେ ମୃତ୍ୟୁ ସଂଖ୍ୟା |
୧ | ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ | ୬ | ୯୯୨୦ | ୧ | ୧୨୯ | ୦ |
୨ | ଆନ୍ଧ୍ରପ୍ରଦେଶ | ୧୨୬ | ୨୩୦୫୨୪୧ | ୫ | ୧୪୭୩୧ | ୦ |
୩ | ଅରୁଣାଚଳ ପ୍ରଦେଶ | ୧ | ୬୪୨୧୨ | ୦ | ୨୯୬ | ୦ |
୪ | ଆସାମ | ୨୦ | ୭୧୬୨୪୬ | ୦ | ୭୯୮୬ | ୦ |
୫ | ବିହାର | ୧୦୫ | ୮୧୮୫୭୩ | ୧୭ | ୧୨୨୫୬ | ୦ |
୬ | ଚଣ୍ଡିଗଡ଼ | ୧୭୪ | ୯୧୩୫୦ | ୧୫ | ୧୧୬୫ | ୦ |
୭ | ଛତିଶଗଡ | ୧୨୩ | ୧୧୩୮୪୫୮ | ୬ | ୧୪୦୩୫ | ୦ |
୮ | ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ | ୦ | ୧୧୪୩୭ | ୦ | ୪ | ୦ |
୯ | ଦିଲ୍ଲୀ | ୨୨୪୭ | ୧୮୮୩୫୯୮ | ୫୫୬ | ୨୬୨୧୮ | ୦ |
୧୦ | ଗୋଆ | ୪୫୨ | ୨୪୨୧୨୩ | ୫୦ | ୩୮୩୨ | ୦ |
୧୧ | ଗୁଜୁରାଟ | ୭୦୪ | ୧୨୧୪୪୬୩ | ୫୮ | ୧୦୯୪୫ | ୦ |
୧୨ | ହରିୟାଣା | ୧୫୪୮ | ୯୯୩୧୯୦ | ୧୩୨ | ୧୦୬୨୧ | ୦ |
୧୩ | ହିମାଚଳ ପ୍ରଦେଶ | ୧୪୪ | ୨୮୦୯୬୫ | ୧୩ | ୪୧୩୬ | ୦ |
୧୪ | ଜାମ୍ମୁ କାଶ୍ମୀର | ୮୧ | ୪୪୯୫୦୪ | ୨ | ୪୭୫୨ | ୦ |
୧୫ | ଝାଡଖଣ୍ଡ | ୫୦ | ୪୩୦୦୩୨ | ୦ | ୫୩୧୯ | ୦ |
୧୬ | କର୍ଣ୍ଣାଟକ | ୩୩୮୭ | ୩୯୧୨୩୭୬ | ୩୫୨ | ୪୦୧୦୮ | ୦ |
୧୭ | କେରଳ | ୧୪୫୧୮ | ୬୪୯୧୭୮୭ | ୧୨୫୨ | ୬୯୮୩୨ | ୩ |
୧୮ | ଲଦାଖ | ୧୩ | ୨୮୦୪୩ | ୦ | ୨୨୮ | ୦ |
୧୯ | ଲକ୍ଷଦୀପ | ୦ | ୧୧୩୫୦ | ୦ | ୫୨ | ୦ |
୨୦ | ମଧ୍ୟପ୍ରଦେଶ | ୩୦୫ | ୧୦୩୨୦୧୪ | ୫୭ | ୧୦୭୩୮ | ୦ |
୨୧ | ମହାରାଷ୍ଟ୍ର | ୧୪୮୫୮ | ୭୭୪୪୯୦୫ | ୧୩୯୨ | ୧୪୭୮୬୮ | ୧ |
୨୨ | ମଣିପୁର | ୧ | ୧୩୫୧୨୧ | ୦ | ୨୧୨୦ | ୦ |
୨୩ | ମେଘାଳୟ | ୩ | ୯୨୨୩୩ | ୦ | ୧୫୯୩ | ୦ |
୨୪ | ମିଜୋରାମ | ୧୬୯ | ୨୨୭୭୦୪ | ୧୨ | ୭୦୦ | ୦ |
୨୫ | ନାଗାଲାଣ୍ଡ | ୩ | ୩୪୭୩୬ | ୦ | ୭୬୧ | ୦ |
୨୬ | ଓଡ଼ିଶା | ୨୦୨ | ୧୨୭୯୨୯୨ | ୦ | ୯୧୨୬ | ୦ |
୨୭ | ପୁଡୁଚେରୀ | ୩୫ | ୧୬୩୯୩୨ | ୬ | ୧୯୬୨ | ୦ |
୨୮ | ପଞ୍ଜାବ | ୨୩୫ | ୭୪୨୬୭୯ | ୨୪ | ୧୭୭୫୪ | ୦ |
୨୯ | ରାଜସ୍ଥାନ | ୪୮୧ | ୧୨୭୬୩୮୩ | ୩୭ | ୯୫୫୯ | ୦ |
୩୦ | ସିକ୍କିମ୍ | ୧୧ | ୩୮୭୧୪ | ୧ | ୪୫୩ | ୦ |
୩୧ | ତାମିଲନାଡୁ | ୧୨୩୧ | ୩୪୧୭୮୭୭ | ୧୪୫ | ୩୮୦୨୫ | ୦ |
୩୨ | ତେଲେଙ୍ଗାନା | ୯୭୭ | ୭୮୯୨୪୧ | ୭୫ | ୪୧୧୧ | ୦ |
୩୩ | ତ୍ରିପୁରା | ୨ | ୯୯୯୬୪ | ୦ | ୯୨୩ | ୦ |
୩୪ | ଉତ୍ତରାଖଣ୍ଡ | ୫୫୨ | ୪୨୯୮୪୦ | ୨୩ | ୭୬୯୩ | ୦ |
୩୫ | ଉତ୍ତରପ୍ରଦେଶ | ୧୦୮୭ | ୨୦୫୬୯୩୪ | ୧୫୨ | ୨୩୫୨୫ | ୦ |
୩୬ | ପଶ୍ଚିମବଙ୍ଗ | ୬୬୨ | ୧୯୯୮୩୦୬ | ୫୨ | ୨୧୨୦୫ | ୦ |
ମୋଟ | ୪୪୫୧୩ | ୪୨୬୫୨୭୪୩ | ୪୪୩୫ | ୫୨୪୭୬୧ | ୪ |