Home Coronavirus Outbreak ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୪୫୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୪୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧୬୦ ମୃତ

74

ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୪୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୭୮,୮୩୧ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୫୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୪,୯୫,୮୦୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୭,୫୬୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୨୭,୪୫୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୭୩୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୬୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୨,୮୧୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୫୨%

ଆରୋଗ୍ୟ ହୋଇଛନ୍ତି ୯୮.୧୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୩%

ଟିକାକରଣ

ଦେଶରେ ମୋଟ ଟିକାକରଣ ୯୯, ୮୫, ୩୮, ୦୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୮, ୦୮, ୬୬୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୯, ୫୭, ୪୨, ୨୧୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୪୭, ୫୦୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୧୦ ୧୨୯
ଆନ୍ଧ୍ରପ୍ରଦେଶ ୫୫୬୬ ୨୦୪୧୯୨୪ ୬୦୮ ୧୪୩୨୦
ଅରୁଣାଚଳ ପ୍ରଦେଶ ୧୩୮ ୫୪୬୨୫ ୧୯ ୨୮୦
ଆସାମ ୩୬୧୦ ୫୯୭୮୫୯ ୨୮୨ ୫୯୫୮
ବିହାର ୩୦ ୭୧୬୩୪୫ ୧୫ ୯୬୬୧
ଚଣ୍ଡିଗଡ଼ ୨୪ ୬୪୪୬୮ ୮୨୦
ଛତିଶଗଡ ୧୮୫ ୯୯୧୯୭୯ ୩୬ ୧୩୫୭୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୦
ଦିଲ୍ଲୀ ୩୧୦ ୧୪୧୪୦୬୬ ୩୭ ୨୫୦୯୦
୧୦ ଗୋଆ ୫୯୭ ୧୭୩୭୫୫ ୭୦ ୩୩୫୪
୧୧ ଗୁଜୁରାଟ ୧୭୬ ୮୧୬୦୭୭ ୨୨ ୧୦୦୮୭
୧୨ ହରିୟାଣା ୧୩୩ ୭୬୦୯୩୪ ୧୦୦୪୯
୧୩ ହିମାଚଳ ପ୍ରଦେଶ ୧୩୯୪ ୨୧୬୮୧୫ ୬୪ ୩୭୨୭
୧୪ ଜାମ୍ମୁ କାଶ୍ମୀର ୮୦୦ ୩୨୬୦୭୦ ୮୦ ୪୪୨୯
୧୫ ଝାଡଖଣ୍ଡ ୧୪୨ ୩୪୩୨୦୯ ୧୧ ୫୧୩୫
୧୬ କର୍ଣ୍ଣାଟକ ୯୧୦୩ ୨୯୩୭୪୦୫ ୪୭୯ ୩୭୯୭୬
୧୭ କେରଳ ୮୩୩୩୩ ୪୭୬୯୩୭୩ ୮୫୯୨ ୨୭୦୮୪ ୮୨
୧୮ ଲଦାଖ ୩୪ ୨୦୬୪୪ ୨୦୮
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୮୨ ୭୮୨୧୦୪ ୧୦୫୨୩
୨୧ ମହାରାଷ୍ଟ୍ର ୨୯୩୩୩ ୬୪୨୭୪୨୬ ୨୮୭୯ ୧୩୯୮୮୬ ୨୧
୨୨ ମଣିପୁର ୧୩୬୦ ୧୧୯୭୦୬ ୬୬ ୧୯୦୪
୨୩ ମେଘାଳୟ ୭୬୧ ୮୦୯୫୮ ୫୮ ୧୪୩୯
୨୪ ମିଜୋରାମ ୧୦୨୬୩ ୧୦୪୫୪୮ ୧୨୪୩ ୩୯୬
୨୫ ନାଗାଲାଣ୍ଡ ୨୫୫ ୩୦୭୨୮ ୧୦ ୬୭୬
୨୬ ଓଡ଼ିଶା ୪୩୮୭ ୧୦୨୩୮୪୯ ୪୫୧ ୮୨୯୬
୨୭ ପୁଡୁଚେରୀ ୪୬୧ ୧୨୫୨୦୮ ୭୧ ୧୮୫୨
୨୮ ପଞ୍ଜାବ ୨୩୨ ୫୮୫୩୩୧ ୧୫ ୧୬୫୫୦
୨୯ ରାଜସ୍ଥାନ ୩୮ ୯୪୫୪୦୧ ୮୯୫୪
୩୦ ସିକ୍କିମ୍ ୧୭୫ ୩୧୨୩୨ ୨୨ ୩୯୩
୩୧ ତାମିଲନାଡୁ ୧୪୦୫୮ ୨୬୪୦୬୨୭ ୧୪୧୮ ୩୫୯୪୮ ୨୦
୩୨ ତେଲେଙ୍ଗାନା ୩୯୬୮ ୬୬୧୬୪୬ ୧୬୨ ୩୯୪୨
୩୩ ତ୍ରିପୁରା ୯୫ ୮୩୪୪୦ ୮୧୬
୩୪ ଉତ୍ତରାଖଣ୍ଡ ୧୭୬ ୩୩୬୧୯୯ ୭୩୯୮
୩୫ ଉତ୍ତରପ୍ରଦେଶ ୧୧୨ ୧୬୮୭୦୪୮ ୧୭ ୨୨୮୯୮
୩୬ ପଶ୍ଚିମବଙ୍ଗ ୭୪୯୧ ୧୫୫୬୩୧୫ ୭୯୫ ୧୯୦୦୭
ମୋଟ ୧୭୮୮୩୧ ୩୩୪୯୫୮୦୮ ୧୭୫୬୧ ୪୫୨୮୧୧ ୧୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.