Home ଓଡ଼ିଶା ଜୟପୁର ସିରିଜ୍ ବୋମା ବିଷ୍ପୋରଣ : ଚାରି ଅଭିଯୁକ୍ତ ଦାଷୀ ସାବ୍ୟସ୍ତ – ୭୦ ଜଣଙ୍କର...

ଜୟପୁର ସିରିଜ୍ ବୋମା ବିଷ୍ପୋରଣ : ଚାରି ଅଭିଯୁକ୍ତ ଦାଷୀ ସାବ୍ୟସ୍ତ – ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା

596

ଜୟପୁର ୧୮-୧୨ (ଓଡ଼ିଆ ପୁଅ) ଜୟପୁରରେ ବୋମା ବିଷ୍ପୋରଣରେ କୋର୍ଟ ନିଜର ଫଇସଲା ଶୁଣାଇଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ମାନିଛନ୍ତି। ଜଣେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛି। ଏହି ବିଷ୍ପୋରଣରେ ୭୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ପ୍ରାୟତଃ ୧୧ ବର୍ଷ ପରେ କୋର୍ଟ ନିଜର ଫଇସଲା ଶୁଣାଇଛନ୍ତି। ୧୩ ମଇ, ୨୦୦୮ ରେ ସହର ଭିତରେ ଅଲଗା-ଅଲଗା ଜାଗାରେ ୮ ଟି ସ୍ଥାନରେ ବିଷ୍ପୋରଣ ହୋଇଥିଲା। ଏହି ବିଷ୍ପୋରଣରେ ୧୭୬ ଜଣ ଆହତ ହୋଇଥିଲେ। ଗତ ଏକ ବର୍ଷରେ ଏହି କେସର ଶୁଣାଣି ତେଜ କରାଯାଇଥିଲା ୧,୨୯୬ ସାକ୍ଷୀଙ୍କର ବୟାନ ରେକର୍ଡ଼ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.