Odiapua.com

ଜୁଆରେ ନିଜ ସ୍ତ୍ରୀ କୁ ବାଜି ଲଗାଇଲା ସ୍ବାମୀ

ଉତ୍ତରପ୍ରଦେଶ, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବିବାହ। ବିବାହ ଏକ ଏପରି ବନ୍ଧନ ଯାହାକୁ କେହି ବାଧା ଦେଇପାରେ ନାହିଁ। ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଉଭୟେ କଥା ଦେଇଥାନ୍ତି। ଆଉ ସବୁ ସୁଖଦୁଃଖ ରେ ଜଣେ ଆଉ ଜଣଙ୍କୁ ରକ୍ଷା କରିବା ପାଇଁ ବିବାହ ବେଦୀ ଉପରେ ଶପଥ ମଧ୍ୟ କରିଥାନ୍ତି।

ହେଲେ ସେହି ସ୍ବାମୀ ଯଦି ସ୍ତ୍ରୀର ରକ୍ଷକ ପରିବର୍ତ୍ତେ ଭକ୍ଷକ ସାଜେ, ତେବେ କଣ କୁହାଯିବ ତାକୁ ? ଏଭଳିଏଭ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଜୋନପୁରରେ।

ପ୍ରଥମେ ସ୍ତ୍ରୀକୁ ଜୁଆରେ ଲଗାଇଲା ମଦୁଆ ସ୍ବାମୀ। ଆଉ ଆଉ ହାରିଯିବା ପରେ ଦୁଷ୍କର୍ମ ପାଇଁ ଟେକିଦେଲା ସାଙ୍ଗମାନଙ୍କ ହାତକୁ। ଥରେ ନୁହେଁ ଦୁଇ ଦୁଇ ଥର ଜୁଆରେ ହାରି ପରପୁରୁଷ ପାଖେ ନିଜ ସ୍ତ୍ରୀକୁ ଛାଡିଦେଇଥିଲା ସ୍ବାମୀ। ଯେଉଁମାନେ ପାଳି କରି କରି ପୀଡିତାକୁ କରିଥିଲେ ଦୁଷ୍କର୍ମ।

ଲଜ୍ଜା : ପତ୍ନୀକୁ ଜୁଆରେ ବାଜି ଲଗାଇଲା : ହାରିଲା ପରେ ସାଙ୍ଗମାନେ ମିଶି କଲେ ଗ୍ୟାଙ୍ଗ ରେପ୍