ଲଜ୍ଜା : ପତ୍ନୀକୁ ଜୁଆରେ ବାଜି ଲଗାଇଲା : ହାରିଲା ପରେ ସାଙ୍ଗମାନେ ମିଶି କଲେ ଗ୍ୟାଙ୍ଗ ରେପ୍

କୋର୍ଟ ପ୍ରଥମ ନଜରରେ ମାମଲାକୁ ଗଂଭୀରତା ପୂର୍ବକ ନେଇ ପୁଲିସକୁ ଗ୍ୟାଙ୍ଗ ରେପ କେସ ରୁଜୁ କରିବା ପାଇଁ ଆଦେଶ ଦେଲେ ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ଜୌନପୁରରେ ପତି ଦ୍ଵାରା ଏକ ମହିଳାକୁ ଜୁଆରେ ବାଜି ଲଗାଇବା ଏବଂ ତା’ପରେ ତା’ ସହିତ ଗଣ ଦୁଷ୍କର୍ମ କରାଯାଇଥିବାର ଖବର ମିଳିଛି। ପତି ବିରୁଦ୍ଧରେ ଅଭିଯୋଗ ଏହାଯେ, ସେ ଜୁଆରେ ଟଙ୍କା ସରିବାରୁ ନିଜର ପତ୍ନୀକୁ ହିଁ ବାଜି ଲାଗାଇ ଦେଇଥିଲା। ତା’ … Continue reading ଲଜ୍ଜା : ପତ୍ନୀକୁ ଜୁଆରେ ବାଜି ଲଗାଇଲା : ହାରିଲା ପରେ ସାଙ୍ଗମାନେ ମିଶି କଲେ ଗ୍ୟାଙ୍ଗ ରେପ୍