Home ଜିଲ୍ଲା ପରିକ୍ରମା ଜିଲ୍ଲା କାରାଗାରରେ କିଶୋର ଚିହ୍ନଟିକରଣ ଅଭିଯାନ ତଥା ଆଇନ୍ ସହାୟତା କାର୍ଯ୍ୟକ୍ରମ ୨୦୨୪

ଜିଲ୍ଲା କାରାଗାରରେ କିଶୋର ଚିହ୍ନଟିକରଣ ଅଭିଯାନ ତଥା ଆଇନ୍ ସହାୟତା କାର୍ଯ୍ୟକ୍ରମ ୨୦୨୪

10

ଭଦ୍ରକ, ୩୦ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କାରାଗାର ଭଦ୍ରକରେ କିଶୋର ଚିହ୍ନଟିକରଣ ଅଭିଯାନ ତଥା ଆଇନ୍ ସହାୟତା କାର୍ଯ୍ୟକ୍ରମ-୨୦୨୪ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯାନ କାର୍ଯ୍ୟକ୍ରମରେ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ । ଋଷିନାଥ ନାୟକ, ପରିଚାଳନା ମୁଖ୍ୟ, ଜିଲ୍ଲା କାରାଗାର, ଭଦ୍ରକ ପ୍ରସନ୍ନ କୁମାର ମହାନ୍ତି ସହାୟକ ପରିଚାଳକ, ଜିଲ୍ଲା କାରାଗାର, ଭଦ୍ରକ ଅଞ୍ଜନ କୁମାର ପଣ୍ଡା, ସହାୟକ ପରିଚାଳକ, ଜିଲ୍ଲା କାରାଗାର, ଭଦ୍ରକ, ବନମାଳୀ ଜେନା, ସଦସ୍ୟ, ଜୁଭେନାଇଲ ଜଷ୍ଟିସ୍ ବୋର୍ଡ଼, ଭଦ୍ରକ ଯୋଗଦେଇ କିଶୋର ନ୍ୟାୟ ସଂପର୍କ୍ତିତ ଆଇନ୍ ତଥା କିଶୋର ଚିହ୍ନଟି କରଣ ଜିଲ୍ଲା କାରାଗାର, ଭଦ୍ରକ (ଯେଉଁମାନଙ୍କର ବୟସ ୧୮ ରୁ ୨୨ ବର୍ଷ) ଇତ୍ୟାଦି ବିଷୟରେ ସବିଶେଷ ତଥ୍ୟ ସହ ସେମାନଙ୍କୁ କିଶୋର ନ୍ୟାୟ ଅଭିଯାନ ସଂପର୍କିତ ବିଷୟ ଉପରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.