Home ଜିଲ୍ଲା ପରିକ୍ରମା ଛାତ୍ରୀଙ୍କ କୃତିତ୍ୱ ; ଆଗକୁ ଅଧ୍ୟାପିକା ହୋଇ ଶିକ୍ଷାଦାନ କରିବେ

ଛାତ୍ରୀଙ୍କ କୃତିତ୍ୱ ; ଆଗକୁ ଅଧ୍ୟାପିକା ହୋଇ ଶିକ୍ଷାଦାନ କରିବେ

221

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନ ସାହାଡା ଗ୍ରାମର ଛାତ୍ରୀ ଆକାଂକ୍ଷା ଦାସ । ଆକାଂକ୍ଷା ଚଳିତ ବର୍ଷର ଆଇସିଏସ୍‌ର ମାଟ୍ରିକ୍ ପରୀକ୍ଷାରେ ୯୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଇଚ୍ଛାପୁର କାର୍ମେଲ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତାଙ୍କ ପିତା ବିଶ୍ୱଭୂଷଣ ଜଣେ କଂପାନୀରେ କାହମ କରୁଥିଲାବେଳେ ମା ଅବନ୍ତୀ ଜଣେ ଗୃହିଣୀ ଅଟନ୍ତି । ଆଗକୁ ଅଧିକ ପାଠ ପଢି ଅଧ୍ୟାପିକା ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଆକାଂକ୍ଷାଙ୍କ କୃତିତ୍ୱ ଯୋଗୁଁ ଜିଲାବାସୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.