Home ଓଡ଼ିଶା ଚୌଦ୍ଵାର ପୋଲିସର ଏନକାଉଣ୍ଟର

ଚୌଦ୍ଵାର ପୋଲିସର ଏନକାଉଣ୍ଟର

128

କଟକ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): କଟକରେ ପୁଣି ପୋଲିସର ଏନକାଉଣ୍ଟର । କଟକ ଚୌଦ୍ଵାରରେ ଆଜି ପୋଲିସ ଏନକାଉଣ୍ଟର କରିଛି। ଫଳରେ  ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି  ପ୍ରାୟ ଭୋର ସମୟରେ ଏହି ଏନ୍‌କାଉଣ୍ଟର ହୋଇଛି । ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ତଲ୍ ଓ ଗୁଳି ଜବତ କରିଛି । ତେବେ  ମୁନା ନାଁ ରେ ବିଭିନ୍ନ ଥାନାରେ ୧୧ ଟି ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.