Home Coronavirus Outbreak କୋଭିଡ-୧୯ ରିଲିଫ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଓ ସରକାରଙ୍କୁ ୮୬.୫ ଲକ୍ଷ ଟଙ୍କାର ଯୋଗଦାନ...

କୋଭିଡ-୧୯ ରିଲିଫ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଓ ସରକାରଙ୍କୁ ୮୬.୫ ଲକ୍ଷ ଟଙ୍କାର ଯୋଗଦାନ ଦେଲେ ସିପେଟ ସଂସ୍ଥାନ ଓ କେନ୍ଦ୍ର

193

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ପକ୍ଷଣୁ କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ସହାୟତା ନିମନ୍ତେ ବିଭିନ୍ନ ସ୍ଥାନୀୟ ପ୍ରଶାସନ, ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କୁ ୮୫.୫୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.