Home Coronavirus Outbreak ଓଡ଼ିଶାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୫୪ ହେଲେ –...

ଓଡ଼ିଶାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୫୪ ହେଲେ – ୧୨ ସୁସ୍ଥ, ୧ ମୃତ, ଆକ୍ଟିଭ୍ କେସ୍ ୪୧

713

ଭୁବନେଶ୍ୱର ୧୨-୪ (ଓଡ଼ିଆ ପୁଅ) ଓଡ଼ିଶାରେ ଆଉ ନୂଆ ୪ଡଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି। ତେବେ ଏମାନେ କେଉଁ ଅଞ୍ଚଳର ଏବଂ ଏମାନଙ୍କ ହିଷ୍ଟ୍ରୀ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆକ୍ଟିଭ କେସ୍ ୪୧ ଜଣ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.