Odiapua.com

ଆଜିଠୁ ହେବ ପକ୍ଷୀ ଗଣନା

ଭୁବନେଶ୍ଵର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିଠୁ ହେବ ଭିତରକନିକାରେ ପକ୍ଷୀ ଗଣନା। ଆଉ ଏହି ପକ୍ଷୀ ଗଣନା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ତେବେ ଏହି ପକ୍ଷୀ ଗଣନା ପାଇଁ ଦୁଇଟି ଦଳ ଗଠନ କରାଯାଇଛି ଏବଂ ପ୍ରତି ଦଳରେ ୫ ଜଣ କର୍ମଚାରୀ ନିଯୁକ୍ତି ହୋଇଥିବା ସୂଚନା ପ୍ରକାଶ ପାଇଛି ।

ପାଣ୍ଡିଆନ ହିରୋ ନାଁ ଭିଲିୟାନ୍: ଆପଣ କ’ଣ ଭାବୁଛନ୍ତି ?