Home ଓଡ଼ିଶା ଆଉ ଦେଖିବାକୁ ମିଳିବନି ଭିକାରୀ

ଆଉ ଦେଖିବାକୁ ମିଳିବନି ଭିକାରୀ

404

ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଆଉ ଦେଖିବାକୁ ମିଳିବନି ଭିକାରୀ । ଆଜ୍ଞା ହଁ, ଏହା ସତ୍ୟ । କାରଣ ସରକାର ଏବେ ଭିକାରୀଙ୍କ ଥଇଥାନ ପାଇଁ ଚିନ୍ତା କରୁଛନ୍ତି ଏବଂ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏନେଇ ପୁରୀ ଓ ଭୁବନେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଭୁବନେଶ୍ଵର ର ରାମମନ୍ଦିର, ଲିଙ୍ଗରାଜ ମନ୍ଦିରରେ ଆଉ ଭିକାରୀ ମାନେ ଭିକ ମାଗି ପାରିବେନି ଏବଂ ପୁରୀ ବଡ଼ ଦାଣ୍ଡରେ ମଧ୍ୟ ଭିକାରୀମାନେ ଭିକ ମାଗିପାରିବେନି । ପୁରୀ ଓ ଭୁବନେଶ୍ୱର କୁ ସବୁବେଳେ ଟୁରିଷ୍ଟ ଆସୁଥିବାରୁ ଏହାକୁ ଭିକାରୀ ମୁକ୍ତ କରିବାକୁ ସରକାର ଯୋଜନା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.