Odiapua.com

ବିଶ୍ୱକପ ଇତିହାସରେ ହାଟ୍ରିକ୍ ନେବାରେ ୨ୟ ଭାରତୀୟ ହେଲେ ମୋହମ୍ମଦ ସମୀ

ନୂଆଦିଲ୍ଲୀ: ଆଫଗାନିସ୍ଥାନ ବିରୋଧରେ ଶନିବାର ଦିନ ମ୍ୟାଚରେ ଭାରତୀୟ ବୋଲର ମୋହମ୍ମଦ ସମୀ ବିଶ୍ୱ କପ କ୍ରିକେଟ ଇତିହାସରେ ହାଟ୍ରିକ୍ ନେବାର ଦୂତୀୟ ଭାରତୀୟ ହୋଇଛନ୍ତି।ମୋହମ୍ମଦ ନବୀ, ଅଫତାବ ଆଲମ ମୁଜୀବ ଉର୍ ରହମାନଙ୍କୁ ଲଗାତାର ତିନୋଟି ବଲରେ ଆଉଟ କରି ସମୀ ୯.୫-୧-୪୦-୪ ରେକର୍ଡ କରିଛନ୍ତି।ପୂର୍ବରୁ ଭାରତୀୟ ବୋଲର ଚେତନ ଶର୍ମା ୧୯୮୭ ବିଶ୍ୱ କପ ଇତିହାସରେ ପ୍ରଥମ ହାଟ୍ରିକ୍ ନେଇଥିଲେ।//ଦେବଦତ୍ତ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି