Odiapua.com

କରୋନାକୁ ହରାଇ ଘରକୁ ଫେରିଲେ ବିଗ – ବି ଅମିତାଭ ବଚ୍ଚନ

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) କରୋନାକୁ ହରାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିଗ – ବି ଅମିତାଭ ବଚ୍ଚନ। ଏ ନେଇ ତାଙ୍କ ପୁଅ ଅଭିଶେକ ବଚ୍ଚନ ଟ୍ୱିଟ କରି ଜଣାଇଛନ୍ତି। ସେ ଲେଖିଛନ୍ତିଯେ, ‘ମୋ ବାପାଙ୍କର କୋଭିଡ -୧୯ ଟେଷ୍ଟ ନେଗେଟିଭ୍ ଆସିଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ବର୍ତ୍ତମାନ ଘରେ ରହି ବିଶ୍ରାମ ନେବେ ଆପଣଙ୍କୁ ବହୁତ ଧନ୍ୟବାଦ”।