ଭୁବନେଶ୍ୱର:ଲୋକସଭା ଆସନ ପାଇଁ ୩୩% ମହିଳାଙ୍କୁ ଟିକେଟ ଦେଇଥିବା ନେଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜଣେ ବିଜେପି ନେତ୍ରୀ।ବିଜେପି ନେତ୍ରୀ ଜଣଙ୍କ ହେଲେ ମହାରାଷ୍ଟ୍ର ବିଜେପି ପ୍ରବକ୍ତା ସାଇନା ଏନସି।୪୧% ମହିଳାଙ୍କୁ ଟିକେଟ ଦେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।ସାଇନା ଟ୍ୱିଟ କରିଛନ୍ତି, “ସବୁ ରାଜନୈତିକ ଦଳ ଜାଗ୍ରତ ହେବା ଦରକାର।ମତଦାନରେ ମହିଳା ମାନଙ୍କର ୫୦% ଭାଗିଦାରୀ ରହିଛି।ବିବ୍ରତ, ଏବଂ ଜାଣିବା ପାଇଁ ଅପିଲ କରୁଛି କି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ୪୧% ମହିଳା ପାର୍ଥିଙ୍କୁ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକ ୩୩% ମହିଳାଙ୍କୁ ଟିକେଟ ଦେଇଛନ୍ତି।ଯେତେବେଳେ କି ଅନ୍ୟ ସବୁ ଦଳରେ ମହିଳାମାନେ କେବଳ “ଓଠ ସେବା”(ଭାଷଣ ବାଜି) ପାଇଁ ବ୍ୟବହୃତ ହେଉଛନ୍ତି”।
All political parties need to wake up. Women are 50 percent or the electorate. Upset and appalled to know that other than @MamataOfficial who has given 41 percent and @Naveen_Odisha who has given 33 percent to women candidates all other parties only pay lip service to our cause. pic.twitter.com/ZKVriLlvLS
— Shaina Chudasama Munot (Modi Ka Parivar) (@ShainaNC) March 31, 2019
It’s not about ME. In fact my party #Bjp has fielded more women than others. Ours is the only political party that has 33% reservation in organisational posts. However women must speak up in their individual parties for more women candidates irrespective of reservation.
— Shaina Chudasama Munot (Modi Ka Parivar) (@ShainaNC) April 4, 2019