Odiapua.com

ଆଫଗାନ ଲାଇବ୍ରେରୀ ଫଣ୍ଡିଂକୁ ନେଇ ମୋଦୀଙ୍କୁ ଟ୍ରମ୍ପଙ୍କ ପ୍ରଶ୍ନ:ବ୍ୟବହାର କରୁଛି କିଏ?

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆଫଗାନିସ୍ଥାନରେ ଲାଇବ୍ରେରୀ ଫଣ୍ଡିଂକୁ ନେଇ ମୋଦୀଙ୍କୁ ତାସ୍ଛଲ୍ୟ କରି ପ୍ରଶ୍ନ କରିଛନ୍ତି ଲାଇବ୍ରେରୀ ବ୍ୟବହାର କରୁଛି କିଏ?ଟ୍ରମ୍ପ କହିଲେ,ମୋଦୀ ମତେ କହିଥିଲେ ଯେ ସେ ଆଫଗାନିସ୍ଥାନରେ ଏକ ଲାଇବ୍ରେରୀ ନିର୍ମାଣ କରିଛନ୍ତି।ମୋ ଠାରୁ ଆଶା କରାଯାଉଥିଲା କି ମୁଁ ଲାଇବ୍ରେରୀ ନିର୍ମାଣ ପାଇଁ ଶୁଭେଛା ଜଣାଇବି।କିନ୍ତୁ ମତେ ଜଣାପଡୁନି ଆଫଗାନିସ୍ଥାନରେ ଲାଇବ୍ରେରୀ ବ୍ୟବହାର କରୁଛି କିଏ?/ଦେବଦତ୍ତ