ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ଓଡ଼ିଶାରେ ତୃତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କର ବୟସ ୬୦ ବର୍ଷ ଏବଂ ସେ ପୁରୁଷ ବୋଲି ଜଣା ପଡ଼ିଛି। ତେବେ ଏହାକୁ ମିଶାଇ କରୋନା ସଂକ୍ରମିତଙ୍କର ସଂଖ୍ୟା ୩ ହୋଇଛି। ଏହି ସମସ୍ତ ମାମଲା ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ତେବେ ଏହି ତୃତୀୟ କରୋନା ସଂକ୍ରମିତଙ୍କର ଟ୍ରାଭେଲ ହିଷ୍ଟ୍ରୀ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏ ନେଇ ଓଡ଼ିଶା ସକରକାରଙ୍କର ସ୍ୟାସ୍ଥ୍ୟ ବିଭାଗ ଚ୍ୱିଟ କରି ସୂଚନା ଦେଇଛି।
One more sample has tested positive for @COVID19 in the State. This makes the number of positive cases 3 and all are from Bhubaneswar.
— H & FW Dept Odisha (@HFWOdisha) March 26, 2020
The latest @COVID19 positive case in the State is a 60 years old male. Contact tracing exercise has commenced.
— H & FW Dept Odisha (@HFWOdisha) March 26, 2020