Odiapua.com

ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରୁ ଚୋରୀ

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) : ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ସରସ୍ଵତୀ ବିହାରରେ ଥିବା ବାସ ଭବନରୁ ଲୂଲ୍ୟବାନ ଦ୍ରବ୍ୟ ଚୋରୀ ହୋଇଯାଇଛି। ଦିଲ୍ଲୀ ପୁଲିସ କହିଛିଯେ , “ଗତ ୬ ମାସ ହେବ ଉକ୍ତ ଘରେ ତାଲା ଲଗାଯାଇଥିଲା। କିଛି ପାଣି ନଳକା ଏବଂ ଶୋପିସ ଚୋରୀ ହୋଇଯାଇଛି। ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି।”