Odiapua.com

ଶ୍ରୀନଗରରେ କାଶ୍ମୀର ୟୁନିଭର୍ସିଟି ସାମନାରେ ଗ୍ରେନେଡ୍ ବିଷ୍ପୋରଣ

ନୂଆଦିଲ୍ଲୀ ୨୫-୧୧ (ଓଡ଼ିଆ ପୁଅ) : ଶ୍ରୀନଗରରେ କାଶ୍ମୀର ୟୁନିୟୁନିଭର୍ସିଟି ସାମନାରେ ବିଷ୍ପୋରଣ କରାଯାଇଛି। ଏହି ବିଷ୍ପୋରଣରେ ଚାରିଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳକୁ ସୁରକ୍ଷା ବଳ ପହଁଞ୍ଚିଛନ୍ତି। ଏହି ରହସ୍ୟମୟ ବିଷ୍ପୋରଣ ମଙ୍ଗଳବାର ଦ୍ୱିପ୍ରହର ୟୁନିଭର୍ସିଟିର ବାହାର ଲୋକମାନେ ଡରିଯାଇଥିଲେ। ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ବିଷ୍ପୋରଣର ପ୍ରକୃତ କାରଣ ଜାଣିପାରିନାହିଁ। ପୁଲିସ ସୂତ୍ରରୁ ଜଣାପଡ଼ିଛିଯେ, ପାର୍କିଂ ଏରିଆରେ ଏକ କମ ତୀଵ୍ରତା ବାଲା ବିଷ୍ପୋରଣର ସୂଚନା ମିଳିଥିଲା। ଅନେକ ଲୋକ ଆହତ ହୋଇଛନ୍ତି। ଅବଶ୍ୟ ସେମାନେ ସାଧାରଣ ଆହତ ହୋଇଥିବା କଥା କୁହାଯାଉଛି। ସମସ୍ତଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଛି। ପୁଲିସ ମଧ୍ୟ ଜାଞ୍ଚ କରୁଛି। ୟୁନିଭର୍ସିଟି ଗେଟରେ ଗ୍ରେନେଡ୍ ରେ ବିଷ୍ପୋରଣ କରାଯାଇଛି ବୋଲି କୁହାଯାଉଛି।