Odiapua.com

ଦେଶରେ ୮୩, ୮୮୩ ନୂଆ କରୋନା ଆକ୍ରାନ୍ତ, ୧, ୦୪୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୭, ୩୭୬କୁ ବୃଦ୍ଧି

ନୂଆ ଦିଲ୍ଲୀ ୦୩-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୩, ୮୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮, ୫୩, ୪୦୭ କୁ ବୃଦ୍ଧି ପାଇଛି ଓ ୮, ୧୫, ୫୩୮ ସକ୍ରୀୟ ଥିବାବେଳେ ଏବଂ ୨୯, ୭୦, ୪୯୩ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୭, ୩୭୬ କୁ ବୃଦ୍ଧି ପାଇଛି।