Odiapua.com

ଦେଶରେ ୭୮, ୩୫୭ ନୂଆ କରୋନା ଆକ୍ରାନ୍ତ, ୧୦୪୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୬୬, ୩୩୩କୁ ବୃଦ୍ଧି

ନୂଆ ଦିଲ୍ଲୀ ୦୨-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୭୮, ୩୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭, ୬୯, ୫୨୪ କୁ ବୃଦ୍ଧି ପାଇଛି ଓ ୮, ୦୧, ୨୮୨ ସକ୍ରୀୟ ଥିବାବେଳେ ଏବଂ ୨୯, ୦୧୯, ୦୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୬୬, ୩୩୩ କୁ ବୃଦ୍ଧି ପାଇଛି।