Odiapua.com

କର୍ତ୍ତବ୍ୟ ଆଗ – ବାହାଘର ପଛ – କରୋନା ଯୋଦ୍ଧା ଅନୀତା ନାୟକ

କୋରାପୁଟ ୩-୫ (ଓଡ଼ିଆ ପୁଅ) କରୋନା ଯୋଦ୍ଧା ଅନୀତା ନାୟକ। ଆଜି ତାଙ୍କର ଥିଲା ପୂର୍ବ ନିର୍ଦ୍ଧାରିତ ବିବାହ ତାରିଖ। କିନ୍ତୁ କରୋନା ଡ୍ୟୁଟି ପାଇଁ ସେମିଲିଗୁଡା ତାନା ସଏସ୍ ଆଇ ଅନୀତା ନାୟକ ନିଜର ବିବାହକୁ ସ୍ଥଗିତ ରଖିଛନ୍ତି। ସେ ତାଙ୍କର କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ସେ ପ୍ରଶଂସାର ପାତ୍ର ହୋଇଛନ୍ତି।