Odiapua.com

ସ୍ପା ସେଣ୍ଟର: ସେକ୍ସ ସେଣ୍ଟର; ଚଢ଼ାଉରେ ୨୫ ମହିଳାଙ୍କ ସମେତ ୩୫ ଗିରଫ

ଭୁବନେଶ୍ୱର: ସ୍ପା ସେଣ୍ଟର ଗୁଡ଼ିକରେ ସେକ୍ସ ସେଣ୍ଟର ଚାଲୁଥିବା ଖବର ବାରମ୍ବାର ସମ୍ନାକୁ ଆସୁଛି।ଦେହ ବେପାର ପାଇଁ ଏହି ସ୍ପା ସେଣ୍ଟର ଗୁଡ଼ିକ ସବୁଠାରୁ ପସନ୍ଦର ସ୍ଥାନ ପାଲଟିଛି।

https://odiapua.com/ଓଡ଼ିଶାକୋଣାର୍କରେ-ଚାଲୁଛି/

ଉତ୍ତର ପ୍ରଦେଶ ନୋଏଡାରେ ଏକ ଡଜନରୁ ଅଧିକ ସ୍ପା ସେଣ୍ଟର୍ସ ଉପରେ ଚଢ଼ାଉ କରାଯାଇ ୨୫ ମହିଳାଙ୍କ ସମେତ ୩୫ ଲୋକଙ୍କୁ ଗିରଫ କରାଯାଇଛି।ଗିରଫ ହୋଇଥିବା ଲୋକଙ୍କ ଭିତରେ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି।ଯେଉଁଥିରେ ଥାଇଲାଣ୍ଡର ପୋଲିସ ଅଧିକାରୀ ମଧ୍ୟ ସାମିଲ।ସ୍ପା ସେଣ୍ଟର ଉପରେ ଏବଂ ତାର ମାଲିକଙ୍କ ନାମରେ ମାମଲା ଋଜୁ କରାଯାଇଛି।ସେକ୍ଟର ୧୮ ବାଣିଜ୍ୟକ କେନ୍ଦ୍ରରେ ଥିବା ୧୪ଟି ସ୍ପା ସେଣ୍ଟର ଉପରେ ରବିବାର ବିଳମ୍ବିତ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଲାଗି ରହିଥିଲା।୧୦ ଜଣ ପୁରୁଷ, ୨୫ ଜଣ ମହିଳାଙ୍କୁ ଗିରଫ କରାଯିବା ସହ ପ୍ରାୟ ଏକ ଲକ୍ଷ ଟଙ୍କା, ବିୟର, ବ୍ୟବହୃତ ଏବଂ ଅବ୍ୟବହୃତ କଣ୍ଡୋମ ସହିତ ଅନ୍ୟ ଆପତ୍ତି ଜଣକ ଜିନିଷ ଜବତ କରାଯାଇଛି।୧୪ଟି ସ୍ପା ସେଣ୍ଟରକୁ ସିଲ କରି ଦିଆଯାଇଛି।ସେଥିରୁ ୩ଟିରେ ସେକ୍ସ ବେପାର ଚାଲୁଥିବା ଏବଂ ଅନ୍ୟ ଗୁଡ଼ିକରେ ଗମ୍ଭୀର ଅନିୟମିତତା ଥିବା ଜଣାପଡ଼ିଛି।/ଦେବଦତ୍ତ

ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା ପାକିସ୍ଥାନ!