ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା ପାକିସ୍ଥାନ!

ନୂଆଦିଲ୍ଲୀ: ଚଳିତ ବିଶ୍ଵକପରେ ରବିବାର ବର୍ମିଂହାମରେ ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ପରାଜିତ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭାରତର ଏହି ପରାଜୟ ପାଇଁ ନୂଆ ଜର୍ସିର ରଙ୍ଗ (ଗେରୁଆ)କୁ ଦାୟୀ କରିଛନ୍ତି। ବାଜପେୟୀ ସରକାର ମଧ୍ୟ କରିଥିଲେ ଏୟାର ଷ୍ଟ୍ରାଇକ୍ ଯୋଜନା: ଶେଷ ସମୟରେ ଟଳିଲା ନିଷ୍ପତି; କାରଣ କ’ଣ? ମେହବୁବା ଟ୍ବିଟ୍‌ କରି କହିଛନ୍ତି, “ମୋତେ ଅନ୍ଧବିଶ୍ଵାସୀ କୁହାଯାଉ ପଛେ, କିନ୍ତୁ ମୁଁ … Continue reading ଭାରତ ହାରିବାର କାରଣ ଗେରୁଆ- ମେହେବୁବା: ଭାରତ ଜାଣିଶୁଣି ହାରି ଯାଇପାରେ, ଆଶଙ୍କା କରୁଥିଲା ପାକିସ୍ଥାନ!