Odiapua.com

ବିରାଟ କୋହଲି (RCB) ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି

ନୂଆ ଦିଲ୍ଲୀ ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) ଆଜି ଦୁବାଇର ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ କିଙ୍ଗ୍ସ ଇଲେଭେନ ପଞ୍ଜାବ (କେଏକ୍ସପି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହେବେ। କୋହଲିଙ୍କ ସେନା ବିଜୟ ପ୍ରକ୍ରିୟା ଜାରି ରଖିବାକୁ ଚାହୁଁଥିବା ବେଳେ ପଞ୍ଜାବ ପ୍ରଥମ ବିଜୟ ଆଶାରେ ଓହ୍ଲାଇବ। IPL ରେ RCB ଏବଂ KXIP ର ସମାନ ରେକର୍ଡ ଅଛି। ଉଭୟଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୨୪ ଟି ମ୍ୟାଚ୍ (୨୦୦୮-୨୦୧୯) ହୋଇଛି, ସେଥିମଧ୍ୟରୁ ବାଙ୍ଗାଲୋର ୧୨ ଟି ଏବଂ ପଞ୍ଜାବ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଜିତିଛି।

କିଙ୍ଗସ ଇଲେଭେନ୍ ପଞ୍ଜାବ (KXIP)

୧- କେ ଏଲ୍ ରାହୁଲ।

୨- ମାୟଙ୍କ ଅଗ୍ରୱାଲ।

୩- କରୁଣ ନାୟାର।

୪- ନିକୋଲାସ୍ ପୁରନ୍।

୫- ସରଫରାଜ ଖାନ।

୬- ଗ୍ଲେନ୍ ମ୍ୟାକ୍ସୱେଲ।

୭- ଜେମ୍ସ ନିଶାମ।

୮- ମୁରୁଗାନ୍ ଅଶ୍ୱିନ୍।

୯- ଶେଲଡନ୍ କୋଟ୍ରେଲ୍।

୧୦- ମହମ୍ମଦ ଶାମି।

୧୧- ରବି ବିଷ୍ଣୋଇ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)

୧- ଆରୋନ ଫିଞ୍ଚ।

୨- ଦେବଦତ୍ତ ପାଦିକ୍କଲ୍।

୩- ବିରାଟ କୋହଲି (କ୍ୟାପଟେନ)

୪- ଏବି ଡି ଭିଲିୟର୍ସ।

୫- ଜୋସ୍ ଫିଲିପ୍ (ୱିକେଟ୍ କିପର)

୬- ଶିବମ୍ ଦୁବେ।

୭- ୱାଶିଂଟନ୍ ସୁନ୍ଦର।

୮- ଉମେଶ ଯାଦବ।

୯- ନବଦୀପ ସୈନି।

୧୦- ଡେଲ୍ ଷ୍ଟେନ୍।

୧୧- ୟୁଜବେନ୍ଦ୍ର ଚହଲ।