Odiapua.com

ରାଜ୍ୟସଭା ସଚିବାଳୟ ଅଧିକାରୀ କରୋନା ସଂକ୍ରମିତ ଦୁଇଟି ଫ୍ଲୋର ସିଲ୍ ହେଲା

ନୂଆଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) : ସଂସଦରେ କାର୍ଯ୍ୟ କରୁଥିବା ରାଜ୍ୟସଭା ସଚିବାଳୟ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି। ଏହା ପରେ ସଂସଦ ଗୃହର ଦୁଇଟି ମହଲାକୁ ସିଲ୍ କରାଯାଇଛି।