Odiapua.com

ଆମେ ଚାହୁଁଛୁ ରାହୁଲ ଗାନ୍ଧୀ ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ବନି ରୁହନ୍ତୁ- ଭାଜପା ନେତା ଏଚ.ବି. ଶର୍ମା

ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀର ନେତା ଏଚ.ବି.ଶର୍ମା ଆଜି କହିଛନ୍ତି କି ସଂସଦରେ ବିରୋଧି ଦଳ ପାଇଁ ଜାଗା ହେବା ଆବଶ୍ୟକ। ସେଥିପାଇଁ ଯଦି ରାହୁଲ ଗାନ୍ଧୀ ନୁହେଁ, ତେବେ ଜଣେ ଭାଇବ୍ରାଣ୍ଟ ବିରୋଧି ହେବାର ସମ୍ଭାବନା ଅଛି। କିନ୍ତୁ ଯଦି ଭାରତୀୟ ଜନତା ପାର୍ଟିର ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଆମେ ଚାହିଁବୁ କି ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ବନି ରୁହନ୍ତୁ।