Odiapua.com

୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ

ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି।

୨୦୧୫ ପାଇଁ କେଉଁମାନେ ହେବେ ପୁରସ୍କୃତ

 

ବିଭାଗ ପୁସ୍ତକର ନାମ ଲେଖକଙ୍କର ନାମ
ଉପନ୍ୟାସ ବିଭାଗ ‘ଗୋଟିଏ ଯୋଡି ଗାଁର କାହାଣୀ’ ନିତ୍ୟାନନ୍ଦ ପଣ୍ଡା
କ୍ଷୁଦ୍ରଗଳ୍ପ ଉପରମୁହାଁ ପବିତ୍ର ପାଣିଗ୍ରାହୀ
କାବ୍ୟ କବିତା ଗୋଧୂଳି ଗୀତ ବୀଣାପାଣି ପଣ୍ଡା
ନାଟକ ଓ ଏକାଙ୍କିକା ପଞ୍ଚମାୟା ସଂଜୟ ହାତୀ
ନାଟୁଆ ଓ ଅନ୍ୟ ନାଟକ ଏବଂ ନବୀନ କୁମାର ପରିଡ଼ା
(ଯୁଗ୍ମଭାବେ  ପାଇବେ ପୁରସ୍କାର)
ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରୟୋଗିତ ପ୍ରସଙ୍ଗ ପଞ୍ଚାନନ ମିଶ୍ର
ଜୀବନୀ ଓ ଭ୍ରମଣ ସାହିତ୍ୟ ଲୌହ ମାନବ ସର୍ଦ୍ଦାର ପଟେଲ ଧରଣୀଧର ପାଣିଗ୍ରାହୀ
ଅନୁବାଦ ତଥାପି କିଛି ରହିଯିବ ବିଜୟ ମହାନ୍ତି
ଶିଶୁ ସାହିତ୍ୟ ଗଛଟିଏ ଶିଶୁଟିଏ ରବୀନ୍ଦ୍ର ବିଶ୍ୱାଳ
ଗୀତି କବିତା ପ୍ରତି ପଲକରେ ତୁମେ ମନୋଜ ମହାନ୍ତି।

 

୨୦୧୬ ବର୍ଷ ପାଇଁ

 

ଉପନ୍ୟାସ ‘ଅମ୍ୱା’ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ
କ୍ଷୁଦ୍ରଗଳ୍ପ ରମାକୁ ମାରିବାର ପାଞ୍ଚଟି ଉପାୟ ଦେବଦାସ ଛୋଟରାୟ
କବିତା ଫେରନ୍ତି ଘର ଭଗବାନ ଜୟସିଂହ
ନାଟକ ଆତ୍ମଲିପି ଓ ଅନ୍ୟାନ୍ୟ ଫକୀର ସିଂହ
ପ୍ରବନ୍ଧ ଆଲୋଚନା ପ୍ରସଙ୍ଗ ପ୍ରସନ୍ନ ସ୍ୱାଇଁ
ଜୀବନୀ ଓ ଭ୍ରମଣ ଯୁଗ୍ମ ଭାବେ
ସୁରେନ୍ଦ୍ର ମହାରଣା ପ୍ରଦୋଷ ପଟ୍ଟନାୟକ
 ଚାଲିଛି… ଚାଲିବି ନପଡ଼ିବି ଥକି ପ୍ରଫେସର ନବୀନ କୁମାର ସାହୁ
ଅନୁବାଦ ମେଘବାହନ ଶାରଦା ରଥ
ଶିଶୁ ସାହିତ୍ୟ ଚୁଇଁ ଚଢ଼େଇ ଦେବେନ୍ଦ୍ର ଚୌଧୁରୀ
ଗୀତି କବିତା ମିଶ୍ର ରାଗ ମିଶ୍ର ସତ୍ୟନାରାୟଣ।