Odiapua.com

ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?

ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୮୨୦, ଜାଣନ୍ତୁ କେଉଁ ଜାଲ୍ଲାରୁ କେତେ?
ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) ରାଜ୍ୟରେ ୪୭୬୧ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୭୮୫ ଏବଂ ସ୍ଥାନୀୟ ଅଞ୍ଚଳରୁ୧୯୭୬ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଛନ୍ତି ୧୫୦୩ ଜଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭୪୬୪ କୁ ବୃଦ୍ଧି ପାଇଛି। ସକ୍ରୀୟ ସଂକ୍ରମିତ ଅଛନ୍ତି ୨୭୮୨୧ ଜଣ।

ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୯୬୬୮୪୦୧
– ମୋଟ ସୁସ୍ଥ ହୋଲେଣି ୩୪୭୬୩୭

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୮୧
୨- ବାଲେଶ୍ୱର ଜିଲ୍ଲାରୁ – ୮୪
୩- ବରଗଡ଼ ଜିଲ୍ଲାରୁ – ୧୯୮
୪- ଭଦ୍ରକ ଜିଲ୍ଲାରୁ – ୬୩
୫- ବଲାଙ୍ଗୀର ଜିଲ୍ଲାରୁ – ୩୨୨
୬- ବୌଦ୍ଦ ଜିଲ୍ଲାରୁ – ୨୩
୭- କଟକ ଜିଲ୍ଲାରୁ – ୧୭୬
୮- ଦେବଗଡ଼ ଜିଲ୍ଲାରୁ – ୩୧
୯- ଢେଙ୍କାନାଳ ଜିଲ୍ଲାରୁ – ୬
୧୦- ଗଜପତି ଜିଲ୍ଲାରୁ – ୩୧
୧୧- ଗଞ୍ଜାମ ଜିଲ୍ଲାରୁ – ୪୯
୧୨- ଜଗତସିଂହପୁର ଜିଲ୍ଲାରୁ – ୨୨
୧୩- ଯାଜପୁର ଜିଲ୍ଲାରୁ – ୮୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୩୪
୧୫- କଳାହାଣ୍ଡି ଜିଲ୍ଲାରୁ – ୧୬୭
୧୬- କନ୍ଧମାଳ ଜିଲ୍ଲାରୁ – ୨୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୦
୧୮- କେନ୍ଦୁଝର ଜିଲ୍ଲାରୁ – ୧୦୩
୧୯- ଖୋର୍ଦ୍ଧାରୁ ୮୨୦
୨୦- କୋରାପୁଟ ଜିଲ୍ଲାରୁ – ୩୧
୨୧- ମାଲକାନଗିରି : ୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୮୬
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫୪
୨୪- ନୟାଗଡ଼ ଜିଲ୍ଲାରୁ – ୬୩
୨୫- ନୂଆପଡ଼ା ଜିଲ୍ଲାରୁ – ୫୩୪
୨୬- ପୁରୀ ଜିଲ୍ଲାରୁ – ୧୯୩
୨୭- ରାୟଗଡ଼ା ଜିଲ୍ଲାରୁ – ୬୦
୨୮- ସମ୍ବଲପୁର ଜିଲ୍ଲାରୁ – ୧୮୩
୨୯- ସୋନପୁର ଜିଲ୍ଲାରୁ – ୪୭
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୭୩
୩୧- State Pool:୧୬୦