କୋଲକାତା ୯-୧ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ବଡ ଘୋଷଣା। ରାଜ୍ୟରେ ମିଳିବ ମାଗଣା କୋଭିଡ ଟିକା। ସୂଚନାଯୋଗ୍ୟଯେ, ଶନିବାର ଦିନ କେନ୍ଦ୍ର ସରକାର ଘୋଷଣା କରିବା ପରେ ଭାରତର କରୋନାଭାଇରସ୍ ଟିକାକରଣ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଯାଉଛି।
ମମତା ବାନାର୍ଜୀଙ୍କ ବଡ ଘୋଷଣା: ପଶ୍ଚିମବଙ୍ଗରେ କୋଭିଡ୍-19 ଟିକା ମାଗଣାରେ ଦେବେ ପଶ୍ଚିମବଙ୍ଗ ସରକାର
