Odiapua.com

“କହୋ ନାଁ ପ୍ୟାର ହେ” ୨୦ ବର୍ଷର ଶ୍ରେଷ୍ଠ ଫିଲ୍ମ

ମୁମ୍ବାଇ: ଆଇଫା ୨୦୧୯ ପକ୍ଷରୁ ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଫିଲ୍ମ “କହୋ ନାଁ ପ୍ୟାର ହେ” କୁ ଗତ ୨୦ ବର୍ଷ ଭିତରର ସର୍ବଶ୍ରେଷ୍ଠ ଫିଲ୍ମର ଆୱାର୍ଡ ମିଳିଛି।ସୂଚନାଯୋଗ୍ୟ ଯେ ଏହି ଫିଲ୍ମଟିରେ ରାକେଶ ରୋଶନଙ୍କ ପୁଅ ହ୍ରିତିକ ରୋଶନ ଏବଂ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଥିଲେ।ସେହିପରି ଫିଲ୍ମ “ବର୍ଫି”ରେ ଅଭିନୟ ପାଇଁ ରଣବୀର କାପୁରଙ୍କୁ ଗତ ୨୦ ବର୍ଷ ଭିତରର ଶ୍ରେଷ୍ଠ ଅଭିନେତା ଏବଂ “ଚେନାଇ ଏକ୍ସପ୍ରେସ”ରେ ଅଭିନୟ ପାଇଁ ଦୀପିକା ପାଦୂକୋଣଙ୍କୁ ଗତ ୨୦ ବର୍ଷ ଭିତରର ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି।//ଦେବଦତ୍ତ ରଥ

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!