ଭୁବନେଶ୍ୱର ୧୮-୫ (ଓଡ଼ିଆ ପୁଅ) : ଆଜି, ରାଜ୍ୟ ସରକାର COVID୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚାଲୁଥିବା ଲକଡାଉନ୍ କୁ ଜୁନ୍ ୧ ତାରିଖ ୫ ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଇତି ମଧ୍ୟରେ ଆନ୍ତଃ ରାଜ୍ୟ ଏବଂ ଅନ୍ତର୍ରାଜ୍ୟ ବସ୍ ସେବା ଉପରେ ଲାଗିଛି କଟକଣା। ଜୁନ୍ ୧ ତାରିଖ ୫ ଟା ପର୍ଯ୍ୟନ୍ତ ଚାଲିବନି ପାସେଞ୍ଜର ବସ୍। ଏ ନେଇ ଏକ ବିଜ୍ଞପ୍ଟି ଜାରୀ କରିଛନ୍ତି ରାଜ୍ୟ ସରକାର।
In partial modification of the GoO in R&DM(DM) Deptt. Order No. 2669/R&DM(DM) dt.18.05.2021 the clause-E may be read as follows "Public transport by buses (Inter-State & Intra-State) will remain suspended till 5AM of 01.06.2021@CMO_Odisha @SecyChief @SRC_Odisha @CTOdisha pic.twitter.com/TqhFdWzokL
— OSDMA Odisha (@osdmaodisha) May 18, 2021