Odiapua.com

ଦେଶରେ ୯୦, ୬୩୩ ନୂଆ କରୋନା ଆକ୍ରାନ୍ତ, ୧, ୦୬୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୦, ୬୨୬ କୁ ବୃଦ୍ଧି

ନୂଆ ଦିଲ୍ଲୀ ୦୬-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୦, ୬୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୬୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧, ୧୩, ୮୧୨ କୁ ବୃଦ୍ଧି ପାଇଛି ଓ ୮, ୬୨, ୩୨୦ ସକ୍ରୀୟ ଥିବାବେଳେ ଏବଂ ୩୧, ୮୦, ୮୬୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୦, ୬୨୬ କୁ ବୃଦ୍ଧି ପାଇଛି।