Odiapua.com

ଦେଶରେ ୯୬, ୫୫୧ ନୂଆ କରୋନା ଆକ୍ରାନ୍ତ, ୧, ୨୦୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୬, ୨୭୧ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୯୬, ୫୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୨୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫, ୬୨, ୪୧୫ କୁ ବୃଦ୍ଧି ପାଇଛି ଓ ୯, ୪୩, ୪୮୦ ସକ୍ରୀୟ ଥିବାବେଳେ ଏବଂ ୩୩, ୩୫, ୪୨, ୬୬୪ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୬, ୨୭୧ କୁ ବୃଦ୍ଧି ପାଇଛି।