Odiapua.com

ଦେଶରେ ୮୯, ୭୦୬ ନୂଆ କରୋନା ଆକ୍ରାନ୍ତ, ୧, ୧୧୫ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩, ୮୯୦ କୁ ବୃଦ୍ଧି

ନୂଆ ଦିଲ୍ଲୀ ୦୯-୯ (ଓଡ଼ିଆ ପୁଅ) ଆଜିବି ଦେଶରେ ୮୯, ୭୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୧୧୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୭୦, ୧୨୯ କୁ ବୃଦ୍ଧି ପାଇଛି ଓ ୮, ୯୭, ୩୯୪ ସକ୍ରୀୟ ଥିବାବେଳେ ଏବଂ ୩୩, ୯୮, ୮୪୫ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୭୩, ୮୯୦ କୁ ବୃଦ୍ଧି ପାଇଛି।