Odiapua.com

ଦେଶରେ ୬୭, ୧୫୧ ନୂଆ କରୋନା ଆକ୍ରାନ୍ତ, ୧, ୦୫୯ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୯, ୪୪୯ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୬-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୭, ୧୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧, ୦୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨, ୩୪, ୪୭୫ କୁ ବୃଦ୍ଧି ପାଇଛି ଓ ୭, ୦୭, ୨୬୭ ଜଣ ସକ୍ରୀୟ ଥିବାବେଳେ ଏବଂ ୨୪, ୬୭, ୭୫୯ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୯, ୪୪୯ କୁ ବୃଦ୍ଧି ପାଇଛି।