Odiapua.com

ହରିଆଣାରେ NRC ଲାଗୁ କରାଯିବ : ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) କୁ ନେଇକରି ଚାଲୁଥିବା ବିବାଦ ମଧ୍ୟରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଘୋଷଣା କରିଛନ୍ତି କି ଆସାମ ପରି ହରିଆଣାରେ ମଧ୍ୟ NRC ଲାଗୁ କରାଯିବ।

ରିପୋର୍ଟ୍ସ ଅନୁସାରେ, ରବିବାରଦିନ ପଞ୍ଚକୂଲାରେ ସେ କହିଲେ କି ଏବେ ହରିଆଣାରେ NRC ଲାଗୁ କରିବେ, ଯାହାଫଳରେ ଜଣାପଡ଼ିବ କି ରାଜ୍ୟରେ କେତେଜଣ ଶରଣାର୍ଥୀ ରହୁଛନ୍ତି।