Odiapua.com

ଦିଲ୍ଲୀ କାଳିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ଫର୍ଣ୍ଣିଚର ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ

ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଦିଲ୍ଲୀ କାଳିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ଫର୍ଣ୍ଣିଚର ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କୌଣସି ହତାହତ ହେବାର ଖବର ମିଳିନାହିଁ। ଏହି ଅଗ୍ନିକାଣ୍ଡ ଆଜି ସକାଳେ ଘଟିଛି।