କଳାହାଣ୍ଡି ୨୨-୪ (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲାର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ବସନ୍ତ ଦାସ ପରଲୋକ ଗମନ କରିଛନ୍ତି। ଶ୍ରୀଯୁକ୍ତ ଦାସ ୧୯୯୦-୯୬ ମଧ୍ୟରେ ରାଜ୍ୟସଭା ସାଂସଦ ଥିଲେ। ତାଙ୍କର ବିୟୋଗରେ ବିରୋଧି ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଶୋକ ପ୍ରକଟ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ର ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ବସନ୍ତ ଦାସ ଙ୍କ ପରଲୋକ ର ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ଜଣେ ଅଭିଜ୍ଞ ରାଜନୈତିକ ଓ ପରୋପକାରୀ ବ୍ୟକ୍ତି ଥିଲେ । ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କର ଅମ୍ଳାନ ଆତ୍ମା କୁ ସଦଗତି ପ୍ରଦାନ କରନ୍ତୁ ।
ଓଁ ଶାନ୍ତି— Pradipta Kumar Naik (@pradiptanaikbjp) April 22, 2020
Kalahandi lost one of her son today Sri Basanta Dash Ji Ex MP RajyaSabha is no more may his departed soul rest in peace Om shanti
@Naveen_Odisha @BJD4Odisha @SujeetKOfficial @Amar4Odisha @DmKalahandi @spkalahandi pic.twitter.com/b77Sngc01d — Labanidhar Mahananda (@MahanandaLabani) April 22, 2020